ଏଣିକି ଟ୍ରେନ୍ ଭିତରେ ଦାଖଲ କରିହେବ…
ଭୁବନେଶ୍ବର: ଏଣିକି ଟ୍ରେନ୍ରେ ରୁଜୁ କରି ହେବ ଏତଲା। ଟ୍ରେନ୍ରେ ଯିବା ସମୟରେ ଚୋରି କିମ୍ବା କୌଣସି ଅପରାଧିକ ମାମଲା ପାଇଁ ଆଉ ଷ୍ଟେସନ୍ରେ ଓହ୍ଲାଇ ଏତଲା ଦେବାକୁ ପଡ଼ିବ ନାହିଁ। ଏଣିକି ଟ୍ରେନ୍ ଭିତରେ ଏତଲା ଦାଖଲ କରିହେବ।
ରେଳ ସୁରକ୍ଷା ବଳ (ଆର୍ପିଏଫ୍) ଏବଂ ସରକାରୀ ରେଳ ପୁଲିସ (ଜିଆର୍ପି)…