ବିଏସଏନଏଲ ଅଫିସରେ ଅଗ୍ନିକାଣ୍ଡ
କଟକ: ସ୍ଥାନୀୟ ବଜ୍ରକବାଟୀ ରୋଡସ୍ଥିତ ବିଏସଏନଏଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ଭୀଷଣ ଆକାରରେ ନିଆଁ ଲାଗିଥିବା ସୂଚନା ମିଳିଛି ।
କାର୍ଯ୍ୟାଳୟର ଚତୁର୍ଥ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏନେଇ ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । …