ଭୁବନେଶ୍ୱର ଦମକଳ କେନ୍ଦ୍ର ପରିଦର୍ଶନ କଲେ…
ଭୁବନେଶ୍ବର : ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ଅପରାହ୍ନରେ ଅଚାନକ ଭୁବନେଶ୍ୱର ଦମକଳ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ବିପର୍ଯ୍ୟ ସମୟରେ ବ୍ୟବହାର ହେଉଥିବା ଇନ୍ଫ୍ଲାଟେବୁଲ୍ ଟାଓ୍ୱାର…