ଏଲଏସିରେ ଗୁଳିମାଡ଼, ଚୀନ୍ର ବିବୃତ୍ତିକୁ…
ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ବଢିଲା ବିବାଦ । ୪୫ ବର୍ଷ ପରେ ପୂର୍ବ ଲଦାଖ ଏଲଏସିରେ ଗୁଳି ବିନିମୟ ହୋଇଛି। ତେବେ ଗୁଳିମାଡ଼ ପରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଇଛି। ଗତକାଲି ବିଳମ୍ବିତ ରାତିରେ ଭାରତୀୟ ସେନା ସୀମା ପାର କରିବା ସହ ଗୁଳିମାଡ଼ କରିଥିବା ନେଇ ଚୀନ୍ ଅଭିଯୋଗ ଆଣିଛି। ଚୀନର…