ମେ ୩୧ ରେ ଯାଏ ମାଛଧରା ବନ୍ଦ
ଭୁବନେଶ୍ବର: ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ମେ ୩୧ ପର୍ଯ୍ୟନ୍ତ ସମୁଦ୍ର ଉପକୂଳର ୨୦ କିମି ଭିତରେ ମାଛଧରାକୁ ବାରଣ କରାଯାଇଛି। କଇଁଛଙ୍କ ସୁରକ୍ଷା ପାଇଁ ଓଡ଼ିଶା ଉପକୂଳ ଅଞ୍ଚଳରେ ୬୬ଟି କ୍ୟାମ୍ଫ ହେବ। ଋଷିକୂଲ୍ୟା, ଗହୀରମଥା ଓ ବେବୀନଦୀ ମୁହାଣରେ…