Odisha Link
Bridging the Missing Links in Odisha
Browsing Tag

Flood Situation

ଓଡ଼ିଶାରେ ବନ୍ୟା: ବାଙ୍କୀକୁ ଯୋଗାଯୋଗ…

ଓଏଲ୍‌ ବ୍ୟୁରୋ: ଉଛୁଳୁଛି ମହାନଦୀ। ଯାହାଫଳରେ ରାଜ୍ୟରେ ବନ୍ୟା ସ୍ଥିତି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବାଙ୍କୀ ଅଞ୍ଚଳ ସମ୍ପୂର୍ଣ୍ଣ ଜଳବନ୍ଦୀ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ବାଙ୍କୀ ଅଞ୍ଚଳର ଦୁଇଟି ବ୍ଲକ୍‌ରେ ମୋଟ୍ ୩୮ଟି ପଞ୍ଚାୟତ। ଏଥିମଧ୍ୟରୁ ୩୦ଟି ପଞ୍ଚାୟତ, ବାଙ୍କୀ ଏନଏସିର ୧୦ଟି…

ଫୁଲୁଛି ମହାନଦୀ, ଖୋଲିଲା ହୀରାକୁଦ…

ଓଏଲ୍‌ ବ୍ୟୁରୋ: ଧିରେ ଧିରେ ଫୁଲୁଛି ମହାନଦୀ। ଏହାକୁ ନଜରରେ ରଖି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍। ୩ଟି ପର୍ଯ୍ୟାୟରେ ଆଜି ଖୋଲିଛି ୧୦ଟି ଗେଟ୍। ଜଳଭଣ୍ଡାରକୁ ୪ ଲକ୍ଷ ୬୬ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି। ହୀରାକୁଦର ଜଳସ୍ତର ରହିଛି ୬୧୭…

ବାତ୍ୟା ପରେ ବୁଢାବଳଙ୍ଗ ନଦୀରେ ବନ୍ୟା…

ଭୁବନେଶ୍ବର: ସ୍ଥଳଭାଗରେ ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି। ହେଲେ ବାତ୍ୟା ୟାସ୍‌ର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଯାହାଫଳରେ ଏବେ ବାତ୍ୟା ଭୟ ପରେ ବନ୍ୟା ଭୟ ଆଶଙ୍କା କରାଯାଉଛି। ବାତ୍ୟା ୟାସ୍‌ ସ୍ଥଳଭାଗ ଛୁଇଁଥିବା ବେଳେ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି…

ବନ୍ୟାଞ୍ଚଳ ତଦାରଖ ପାଇଁ ଏଆଇସିସି କମିଟି…

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଓଡ଼ିଶାରେ ଭୟଙ୍କର ବନ୍ୟା ବିତ୍ପାତ ଦେଖାଦେଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି। ବନ୍ୟା କାରଣରୁ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇ ଥିବା ବେଳେ ବହୁ କଚ୍ଚା ଘର ଭାଙ୍ଗି…

ମାଲକାନଗିରିରେ ଲଗାଣ ବର୍ଷା, ଯୋଗାଯୋଗ…

ମାଲକାନଗିରି: ମାଲକାନଗିରିରେ ୭ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢି ବିଭିନ୍ନ ପୋଲ ଉପରେ ୪ରୁ୫ ଫୁଟ ପାଣି ପ୍ରବାହିତ ହେଉଛି। ଜିଲ୍ଲାର କାଙ୍କୁରୁକୋଣ୍ଡା, ଏମ.ଭି ୯୬, କନ୍ୟାଆଶ୍ରମ, କୋରୁକୋଣ୍ଡା ଓ ତାର୍ଲାକୋଟା ପୋଲ ଉପରେ ୪ ରୁ ୫ ଫୁଟ ପାଣି ପ୍ରବାହିତ…

ଲଗାଣ ବର୍ଷାରେ ବେହାଲ ଗଞ୍ଜାମ

ଗଞ୍ଜାମ : ଲଗାଣ ବର୍ଷାରେ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ଗାଁ, ଘର, ସ୍କୁଲ ଭିତକୁ ମାଡ଼ି ଯାଇଛି। ଜନ ଜୀବନ ଅସ୍ତବ୍ଯସ୍ତ ହୋଇପଡିଛି। ବ୍ରହ୍ମପୁର ସହରଠାରୁ ଆରମ୍ଭ କରି ହିଞିଳି କାଟୁ, ଆସିକା, ସାନଖେମୁଣ୍ଡି, ଧରାକୋଟ୍, ଭଞ୍ଜନଗର, ପାତ୍ରପୁର, ଚିକିଟି, ଖଲ୍ଲିକୋଟ୍,…

ଚାଷ ଜମିରେ ପଶିଲା ବନ୍ୟାଜଳ

କେନ୍ଦ୍ରାପଡା : କେନ୍ଦ୍ରାପଡା ମହାକାଳପଡା ବ୍ଲକରେ ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟାପାଣି। ନୀଳାଚଳ ବଜାର ନିକଟରେ ଥିବା କୋଦାକଣ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାପାଣି ପଶିବା ଦେଖିବାକୁ ମିଳିଛି। ଖୁରିସିଆ, ପାଟୁଳିପଙ୍କ, ତିଖିରି, ଟିକରପଙ୍ଗା,ଅମେଇପାଳ ପଞ୍ଚାୟତର ଜମିରେ ପାଣି ମାଡି ଯାଇଛି। ସ୍ଲୁଇସ୍…

ରାଜ୍ୟରେ ବଡ ବନ୍ୟା ନାହିଁ : ଜଳସମ୍ପଦ…

ଭୁବନେଶ୍ୱର : ଟଳିଛି ବନ୍ୟା ବିପଦ। ରାଜ୍ୟରେ କିଭଳି ରହିଛି ବନ୍ୟା ସ୍ଥିତି ତାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଳ ସମ୍ପଦ ସଚିବ ପ୍ରଦୀପ ଜେନା। ରାଜ୍ୟରେ ବଡ଼ ବନ୍ୟା ସମ୍ଭାବନା ନଥିବାର ସଚିବ କହିଛନ୍ତି। ବର୍ତ୍ତମାନ ହୀରାକୁଦ ଡ୍ୟାମର ୧୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ…

ବନ୍ୟା ନେଇ କଣ କହିଲେ ଯୁଗ୍ମ ଏସଆରସି

ଭୁବନେଶ୍ୱର : ହୀରାକୁଦରୁ ଜଳ ଛଡ଼ାଯିବା ପରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ଆଶଙ୍କା ନେଇ ସମସ୍ତେ ବ୍ୟସ୍ତ ଅଛନ୍ତି। ତେବେ ଆଗକୁ ବଡ଼ ବିପଦ ନାହିଁ ବୋଲି ଯୁଗ୍ମ ଏସଆରସି ପ୍ରଭାତ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ପରିମାଣ କମ…

ପାଣି ଘେରରେ ବାଙ୍କୀର ୨୦ଟି ପଞ୍ଚାୟତର…

ଭୁବନେଶ୍ବର : ବନ୍ୟା ଜଳ ଆସିବାରୁ ବାଙ୍କୀରେ ସ୍ଥିତି ଗମ୍ଭୀର ହୋଇଛି। ବାଙ୍କୀର ବିଭିନ୍ନ ଗାଁରେ ବନ୍ୟା ପାଣି ପ୍ରବେଶ କରିଛି। ପ୍ରାୟ ୨୦ ଟି ପଞ୍ଚାୟତ ପାଣିଘେରରେ ରହିଛି। ବ୍ରହ୍ମପୁରା ଗାଁରେ ଲୋକେ ପୁରା ଜଳବନ୍ଦୀ ହୋଇଯାଇଛନ୍ତି। କାଲି ବନ୍ୟା ପାଣିରେ ଭାସି ଯାଇ ବସନ୍ତ ସାମଲ ନାମକ ଜଣେ ଯୁବକଙ୍କ…