ଓଡ଼ିଶାରେ ବନ୍ୟା, ପାଣି ଘେରରେ ୧୪୦୦ ଗାଁ
ଓଏଲ୍ ବ୍ୟୁରୋ: ହୀରାକୁଦ ଡ୍ୟାମର ୪୦ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଫଳରେ ଉଛୁଳୁଛି ମହାନଦୀ। ଅନ୍ୟପଟେ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। କଟକ ମୁଣ୍ଡଳୀଠାରେ ମହାନଦୀରେ ୧୨ ଲକ୍ଷ କ୍ୟୁସେକରୁ ଅଧିକ ପାଣି ପାସ୍ କରୁଥିବାରୁ ଆଜି ଓ ଆସନ୍ତାକାଲି ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…