ଆଠଗଡରେ ବନ୍ୟା ପରିସ୍ଥିତି : ଯୋଗାଯୋଗ…
ଆଠଗଡ : କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଚଷାଆଁରା ଗାଁରେ ବନ୍ୟାଜଳ ପସିଥିବା ଯୋଗୁଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ୬ କିଲୋମିଟର ଲାଗି ଗାଁ ଚାରିପଟେ ବନ୍ୟାଜଳ ଲାଗିରହିଛି।
୬ ଶହ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଗାଈନାଳ ଉପରେ ଚାଲିଛି ବନ୍ୟାଜଳ। ତିଗିରିଆ ଓ ବାଙ୍କିର ୮…