ଜାନୁଆରୀ ୬ରୁ ସର୍ବସାଧାରଣଙ୍କ ପାଇଁ…
ଓଏଲ୍ ବ୍ୟୁରୋ: ରଙ୍ଗ ବେରଙ୍ଗ ଫୁଲର ସମ୍ଭାରରେ ଝଲସିବ ରାଜଭବନ ଉଦ୍ୟାନ। ବିଭିନ୍ନ ପ୍ରକାରର ଫୁଲ, ଓ୍ବାଟର ଫାଉଣ୍ଟେନ୍,ମ୍ୟୁଜିକାଲ୍ ଫାଉଣ୍ଟେନ୍, ହରିଣ ପାର୍କ ଆଦିର ମଜା ନେଇ ପାରିବେ ସାଧାରଣ ଲୋକ। କାହିଁକିନା ସାଧାରଣ ଲୋକଙ୍କ ପାଇଁ ଜାନୁଆରୀ ୬ ତାରିଖରୁ ଖୋଲିବ ରାଜଭବନ ଉଦ୍ୟାନ।
ଜାନୁଆରୀ ୬ରୁ ୨୦…