Odisha Link
Bridging the Missing Links in Odisha
Browsing Tag

Flower Show

ଆଜିଠୁ ଏକାମ୍ର ଫୁଲ ପ୍ରଦର୍ଶନୀ

ଭୁବନେଶ୍ବର: ଆଜି ଠାରୁ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଏକାମ୍ର କାନନ ପରିସରରେ ଫୁଲ ପ୍ରଦର୍ଶନୀ। ଦୁଇଦିନ ଧରି ଏହି ଫୁଲ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଚଳିତବର୍ଷର ମୁଖ୍ୟ ଆକର୍ଷଣ ହେଉଛି ଫ୍ଲୋରାଲ ଆନମଲ ଏବଂ ମୁଖ୍ୟ ଫାଟକ। ଏହି ଫୁଲ ପ୍ରଦର୍ଶନୀରେ ରଙ୍ଗ ବିରଙ୍ଗ ଫୁଲର ସମ୍ଭାର ସାଙ୍ଗକୁ ଅର୍କିଡ ହାଉସ…

ଏକାମ୍ର କାନନରେ ଫୁଲ ପ୍ରଦର୍ଶନୀ

ଭୁବନେଶ୍ବର : ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଏକାମ୍ର କାନନ ପରିସରରେ ଜାନିଆରୀ ୧୧ରୁ ଦୁଇଦିନିଆ ଫୁଲ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏନେଇ କତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ କିଛି ନୂଆ କରିବା ପାଇଁ ଯୋଜନା ରହିଛି । ଏଠାରେ ଥିବା ରଙ୍ଗ ବିରଙ୍ଗ ଫୁଲର ସମ୍ଭାର ସାଙ୍ଗକୁ ଅର୍କିଡ ହାଉସ…