ରାଜଧାନୀରେ ଘନ କୁହୁଡ଼ି
ଭୁବନେଶ୍ୱର: ଖସୁଛି ପାରଦ ଏଥିପାଇଁ ଦିନକୁ ଦିନ ରାଜ୍ୟରେ ବଢ଼ୁଛି ଥଣ୍ଡା। ତେବେ ଥଣ୍ଡା ବଢ଼ିବା କାରଣରୁ ଆଜି ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତର ଦେଖାଯାଇଥିଲା। କୁହୁଡ଼ିର ଆସ୍ତରଣ ଅଧିକ ବହଳ କାରଣରୁ ଯାତାୟତ କରିବାରେ ଲୋକେ ବହୁ ଅସୁବିଧାର ସାମ୍ନା କରିଥିଲେ।…