Odisha Link
Bridging the Missing Links in Odisha
Browsing Tag

Food

ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ,…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ଵ ଖାଦ୍ୟ ସୁରକ୍ଷା ଦିବସ। ଖାଦ୍ୟ, ବସ୍ତ୍ର, ବାସଗୃହ ମଣିଷର ମୌଳିକ ଆବଶ୍ୟକତା। ପ୍ରତିବର୍ଷ ଜୁନ୍ ୭ ତାରିଖକୁ ‘ଖାଦ୍ୟ ସୁରକ୍ଷା ଦିବସ’ ଭାବେ ପାଳନ କରାଯାଉଛି। ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ଜଣେ ରୋଗାକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଥାଏ। ମଣିଷ ସୁଖରେ ଜୀବନ ଜିଇଁବା…

ରାଜଧାନୀ ରାଜରାସ୍ତାରେ ବିକ୍ଷୋଭ…

ଓଏଲ୍‌ ବ୍ୟୁରୋ : ବିଏମସି ଦ୍ୱାରା ରାସ୍ତା କଡରେ ଥିବା ଉଠାଦୋକାନ ଗୁଡିକ ଉଚ୍ଛେଦ ହେବା ଦେଖିବାକୁ ମିଳିଥିଲା। ହକି ବିଶ୍ୱକପ ପାଇଁ ରାଜଧାନୀ ଭୁବନେଶ୍ୱରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବିଏମସି ପକ୍ଷରୁ ରାସ୍ତାକଡ଼ରେ ଥିବା ଉଠାଦୋକାନ ଗୁଡିକୁ ଉଚ୍ଛେଦ କରାଯାଉଥିବାବେଳେ ବିକ୍ଷୋଭ କରୁଛନ୍ତି ଉଠାଦୋକାନୀ।…

ନେସଲେର ୬୦% ଖାଦ୍ୟ ଓ ପାନୀୟ ସାମଗ୍ରୀ…

ନୂଆଦିଲ୍ଲୀ: ପୁଣିଥରେ ବିବାଦରେ ନେସଲେ କମ୍ପାନୀ।  ସ୍ୱିଡେନ୍ କମ୍ପାନୀ ନେସଲେର ୬୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନେସଲେ ନିଜେ ସ୍ୱୀକାର କରିଛି। କମ୍ପାନୀର ଏକ ଅନ୍ତରୀରଣ ଅଡିଟ ରିପୋର୍ଟକୁ ନେଇ ତର୍ଜମା ଚାଲିଥିବା ବେଳେ ନିଜର ପ୍ରଡକ୍ଟ ସ୍ୱାସ୍ଥ୍ୟ ପାଇଁ…

କରୋନା କାଳରେ ଭୋକର ବିକଳ ଚିତ୍ର, ପେଟ…

ନୀଳଗିରି: ମହାମାରୀ କରୋନା କାଳରେ ସାମ୍ନାକୁ ଆସୁଛି ଭୋକର ବିକଳ ଚିତ୍ର। ଯାହାର ଫଟୋ ଦେଖିଲେ ଯେକେହିବି ବିଚଳିତ ହୋଇ ଉଠିବେ। ଭୋକର ଜ୍ବାଳା ସହି ନପାରି ପେଟ ଚାଖଣ୍ଡକ ପାଇଁ ଏଠି ମଣିଷ ପଶୁ ଏକାଠି। ବାଲେଶ୍ଵର ଜିଲ୍ଲା ନୀଳଗିରି ସହର ଉପଖଣ୍ଡ କଚେରୀ ବଜାରରେ ଦେଖିବାକୁ ମିଳିଛି ଏଭଳି ଭୋକର ବିକଳ ଚିତ୍ର।…

ବିମାନ ଯାତ୍ରୀଙ୍କ ଖାଦ୍ୟ ଉପରେ କଟକଣା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହେଇ ବଢିଚାଲିଛି କରୋନା ସଂକ୍ରମଣ। ଏହାକୁ ରୋକିବା ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିମାନ ଯାତ୍ରୀଙ୍କ ଖାଦ୍ୟ ଉପରେ କଟକଣା ଲଗାଯାଇଛି। ୨ଘଣ୍ଟାରୁ କମ ବିମାନ ଯାତ୍ରରେ ଯାତ୍ରୀଙ୍କୁ ବିମାନରେ ଖାଦ୍ୟ ଯୋଗାଇ ଦିଆଯିବ ନାହିଁ। ଯଦି ଗନ୍ତବ୍ୟସ୍ଥଳରେ…

ରାଷ୍ଟ୍ରପତିଙ୍କୁ ପରସାଯିବ ଏହି…

ଭୁବନେଶ୍ବର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟରେ ଅପ୍ୟାୟିତ କରାଯିବ। କୋଣାର୍କ ଯାତ୍ରୀ ନିବାସରେ ଲୋଟସ ରିସର୍ଟ ପକ୍ଷରୁ ପରିଚାଳକ ଭାରତ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଷ୍ଟ୍ରପତିଙ୍କ ପାଇଁ…

କିମିଆ କରିଛି ବିରିୟାନୀ, ଏହି ସ୍ଥାନରେ…

ବେଙ୍ଗାଲୁରୁ: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ପାଇଁ ବନ୍ଦ ହୋଇ ଯାଇଥିଲା ହୋଟେଲ, ଛୋଟ ଛୋଟ ଖାଇବା ଦୋକାନ। ଆମ ଦେଶର ଖାଇବା ଓ ଲୋକଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି। ଯେଉଁଠି ବି ସୁସାଦ୍ୟ ଖାଦ୍ୟ ମିଳିଥାଏ ଆପେ ଆପେ ଲୋକ ସେଠାରେ ଲମ୍ବା ଲାଇନ୍‌ କରିଥାନ୍ତି। ସେମିତି ଏକ ଭିଡିଓ ଏବେ…

ନୂଆପଲ୍ଲୀ କଳିଙ୍ଗ କ୍ରୀଡ଼ା ପରିଷଦ ତରଫରୁ…

ଭୁବନେଶ୍ବର: ରାଜଧାନୀ ରେ ସାଧାରଣ ଲୋକଙ୍କ ଦୃଷ୍ଟି କୋଣରୁ ବହୁ ଦୂରରେ ଥିବା ଏକ ବସ୍ତିରେ ଭୋକ ଉପାସରେ ରହୁଥିବା ୪୦୦ ଗରିବ ପରିବାରକୁ ସଂଗଠନ ଦ୍ଵାରା ଚିହ୍ନଟ କରାଯାଇ ସମସ୍ତ ପରିବାରକୁ ସହଯୋଗ କରାଯାଇଅଛି । ହକି ବିଶ୍ଵକପ ବେଳେ କଳିଙ୍ଗ ଷ୍ଟାଡିଅମ ପାଚେରୀ କଡ଼ରୁ ସମ ମେଡ଼ିକାଲ ପାଖ ପଣ୍ଡାକୁଦିଆକୁ…

ରାଜ୍ୟରେ ୧୦ ଦିନ ପାଇଁ ଖାଦ୍ୟ ମହଜୁଦ,…

ଭୁବନେଶ୍ବର: ସାରା ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ରାଜ୍ୟ ସରକାର ଆଜି ବଡ଼ ଘୋଷଣା କରିଛନ୍ତି। ୧୦ ଦିନ ପାଇଁ ଖାଦ୍ୟ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ରାଜ୍ୟରେ ମହଜୁଦ ଥିବା କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ରାଜ୍ୟର ସମସ୍ତ ଲୋକଙ୍କୁ ଘରୁ ନ ବାହାରିବା…

ବିଗବସ୍‌ରେ ଓଡ଼ିଶାର କାରୁକାର୍ଯ୍ୟ ଓ…

ନୂଆଦିଲ୍ଲୀ: ଜାତୀୟସ୍ତରୀୟ ରିୟାଲିଟି ଶୋରେ ଓଡ଼ିଶାର ସଂସ୍କୃତିର ଚର୍ଚ୍ଚା। ବର୍ତ୍ତମାନ ସମୟରେ ଖୁବ୍ ଲୋକପ୍ରିୟତା ସାଉଁଟିଥିବା ରିୟାଲିଟି ଶୋ’ ବିଗବସ୍ ର ବର୍ତ୍ତମାନ ୧୩ ତମ ସଂସ୍କରଣ ଚାଲୁ ରହିଛି।  ଏହି ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀ ଅଧିକାଂଶ ସମୟରେ ଝଗଡା କରୁଥିବାର ଦୃଶ୍ୟ ସମସ୍ତେ ଦର୍ଶକ…