ପୁଷ୍ଟିକର ଖାଦ୍ୟ ସୁରକ୍ଷା ଅଭିଯାନ…
ଭୁବନେଶ୍ୱର: କୋଭିଡ ସମୟର ଆବଶ୍ୟକତାକୁ ଦେଖି ରାଜ୍ୟ ସରକାର ସମସ୍ତ ପି.ଡି.ଏସ୍ ହିତାଧିକାରୀଙ୍କୁ ପ୍ରତି ମାସରେ ଏକ କିଲୋଗ୍ରାମ ଚଣା ଡାଲି ଯୋଗାଇ ଦେଉଛନ୍ତି, କିନ୍ତୁ ନଭେମ୍ବର ମାସରୁ ଏହାର ଆବଟଂନ ବନ୍ଦ କରିବାକୁ ଯୋଜନା କରୁଛନ୍ତି ।
ଯଦିଓ ଡାଲି ବଂଟନ ଗ୍ରାମୀଣ ଓଡ଼ିଶାର ମହାମାରୀ ସଂଗ୍ରାମରେ ଏକ…