ଦିବ୍ୟାଙ୍ଗ ବନ୍ଧୁଙ୍କ ବନ୍ଧୁତା
ଭୁବନେଶ୍ବର: ବନ୍ଧୁ ବିନା ଜୀବନ ଅଧୁରା। ସାଙ୍ଗ ବିନା ଜୀବନଟା ଯେମିତି ମରୁଭୂମି ସଦୃଶ। ଆପଣତ ଆଗରୁ ବହୁତ ବନ୍ଧୁତା କାହାଣୀ ଶୁଣିଥିବେ। ତେବେ ଆଜିର ବନ୍ଧୁତା ଦିବସରେ ଆମେ ଆପଣଙ୍କୁ ଦୁଇ ଦିବ୍ୟାଙ୍ଗ ବନ୍ଧୁଙ୍କ ବିଷୟରେ କହିବୁ। ସେ ଆଉ କେହି ନୁହନ୍ତି ଦୁଇ ଦିବ୍ୟାଙ୍ଗ ବନ୍ଧୁ ହେଉଛନ୍ତି ଅନ୍ତର୍ଜାତୀୟ…