ଶତ୍ରୁରୁ ପାଲଟିଲେ ପରମ ମିତ୍ର, ବାଣ୍ଟିଲେ…
ଅହମ୍ମଦାବାଦ: କଥାରେ ଅଛି ସମୟ ବଡ଼ ବଳବାନ। ସମୟ କେତେବେଳେ ବନ୍ଧୁତା ସୃଷ୍ଟି କରିଥାଏ ତ ଆଉ କେତେବଳେ ଶତ୍ରୁତା ସୃଷ୍ଟି କରିଥାଏ। ଜାଣନ୍ତୁ ଏମିତି ଏକ ଘଟଣା। ଦିନ ଥିଲା ୨ ଜଣ ପରମ ଶତ୍ରୁ ଥିଲେ। ଆଉ ଦୁଇଜଣଙ୍କ ଆଖିରେ ଜଳୁଥିଲା ପ୍ରତିହିଂସାର ନିଆଁ। ସୁଯୋଗ ମିଳିଲେ ଜୀବନ ନେବାକୁ ମଧ୍ୟ ପଛଘୁଞ୍ଚା ଦେଉ ନ…