ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲି ବାହାଘର
ମାଲକାନଗିରି: ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲିର ବାହାଘର। କଥାଟି ଅବିଶ୍ବାସ ଲାଗୁଥିଲେ ବି ସତ। ଏଭଳି ଏକ ନିଆରା ପରମ୍ପରାର ଝଲକ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସେରପାଲି ଗାଁରେ। ବର୍ଷା ଅଭାବ ଯୋଗୁ ବେଙ୍ଗ ବେଙ୍ଗୁଲିର ବାହାଘର କରାଇଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ। ଜିଲାରେ ବର୍ଷା ଅଭାବ…