୯ ମାସ ପରେ ବଢ଼ିଲା ଇନ୍ଧନ ଚାହିଦା
ନୂଆଦିଲ୍ଲୀ: ଦୀର୍ଘ ୯ ମାସ ଧରି ଚାହିଦା ନୀଚା ରହିବା ପରେ ଚଳିତବର୍ଷ ଜୁନ୍ରେ ଭାରତର ଇନ୍ଧନ ଚାହିଦା ବୃଦ୍ଧି ପାଇଛି। କୋଭିଡ ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ଥମିବାରୁ ଲକଡାଉନ୍ କଟକଣା କୋହଳ ହେବା ଯୋଗୁ ଅର୍ଥନୈତିକ କାର୍ଯ୍ୟକଳାପ ଗତିଶୀଳ ହୋଇଛି।
ଏହାଦ୍ୱାରା ଇନ୍ଧନ ଚାହିଦା ପୁଣି ଉପରମୁହାଁ…