ଅଷ୍ଟ୍ରେଲିଆରେ ବୁଢିଆଣୀ ଆତଙ୍କ
ସିଡନୀ: ନିଆଁ ପରେ ଅଷ୍ଟ୍ରେଲିଆରେ ଏବେ ବୁଢିଆଣୀଙ୍କ ଆତଙ୍କ। ଅଷ୍ଟ୍ରେଲିଆରେ ଫନେଲ ୱେବ ସ୍ପାଇଡର ନାମକ ବୁଢିଆଣୀ ଏବେ ନେଉଛି ଜୀବନ। ଏହି ବୁଢିଆଣୀ କାମୁଡିଲେ ମାତ୍ର ୧୫ ମିନିଟ ମଧ୍ୟରେ ମଣିଷର ମୃତ୍ୟୁ ହୋଇଥାଏ। ଏମାନଙ୍କ ଡଙ୍କ ଏତେ ବିଷାକ୍ତ ହୋଇଥାଏ ଯେ, ଯେଉଁ ସ୍ଥାନକୁ କାମୁଡନ୍ତି ସେ ସ୍ଥାନ ଲାଲ ରଙ୍ଗ…