୨୪ ଘଣ୍ଟାରେ ଗୋଟିଏ ହସ୍ପିଟାଲରେ…
ନୂଆଦିଲ୍ଲୀ: ଦେଶରେ ପୁଣି ଦନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅତ୍ୟନ୍ତ ଜରୁରୀ ଅକ୍ସିଜେନର ଅଭାବ ଏବେ ପୁରା ଚିକିତ୍ସା ବ୍ୟବସ୍ଥାକୁ ବେହାଲ କରି ରଖିଛି । ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଗତ ୨୪ ଘଣ୍ଟା ଭିତରେ ଅକ୍ସିଜେନ ଅଭାବରୁ ୨୫ ଜଣ କରୋନା ରୋଗୀଙ୍କର…