ବଜେଟ୍ ପୂର୍ବରୁ କମିଲା ଗ୍ୟାସ୍ ଦର
ଓଏଲ୍ ବ୍ୟୁରୋ: ଆଉ କିଛି ସମୟ ଅପେକ୍ଷା। ସଂସଦରେ ୮ମ ଥର ପାଇଁ ବଜେଟ୍ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ହେଉଛି ମୋଦି ସରକାରଙ୍କ ୩.୦ର ପ୍ରଥମ ବଜେଟ୍। ଏହା ପୂର୍ବରୁ ଦେଶବାସୀଙ୍କୁ ମିଳିଛି ଖୁସି ଖବର। କାରଣ ବଜେଟ୍ ପୂର୍ବରୁ କିମିଛି ଗ୍ୟାସ୍ ଦର। କମର୍ସିଆଲ୍…