ସେଲୁନରେ ଫାଟିଲା ଗ୍ୟାସ ସିଲିଣ୍ଡର
ରାଉରକେଲା: ପାନପୋଷ ଷ୍ଟେସନ ରୋଡ଼ରେ ଥିବା ଏକ ସେଲୁନ ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇଜଣ ଗୁରୁତର ହୋଇଛନ୍ତି। ଚନ୍ଦନ ଠାକୁର ଓ ଗୋବିନ୍ଦା ଠାକୁର ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ପୋଡି ହୋଇଯାଇଛନ୍ତି। ଏମାନଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତର ଖାନାରେ ଭର୍ତି କରାଯାଇଥିଲା, ସେଠାରେ ଗୋବିନ୍ଦା…