ଜିଡିପି : ଅଭିବୃଦ୍ଧି ହାର ୬.୩ ପ୍ରତିଶତ…
ଓଏଲ୍ ବ୍ୟୁରୋ: ମହାମାରୀ କରୋନା ସଙ୍କଟରୁ ବାହାରକୁ ଆସିବା ପରେ ବି ଦେଶରେ ଅର୍ଥନୀତିର ଗତ ମନ୍ଥର ରହିଛି। ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ହୋଇଥିବା ତୈମାସିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହି ୩ ମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬.୩ ପ୍ରତିଶତ ହାରରେ ହୋଇଛି। ଗତବର୍ଷ ଏହି ସମୟରେ ଜିଡିପି…