ମା ସାଜି ବିଧବା ବୋହୂକୁ ଅନ୍ୟତ୍ର ବିବାହ…
ଅନୁଗୁଳ: ଯେଉଁ ସମାଜରେ ଶାଶୂଘର ଲୋକେ ଯୌତୁକ ଦାବି କରି ବୋହୂକୁ ଜୀବନରେ ମାରି ଦେବା ଭଳି ଘଟଣା ନିୟମିତ ଘଟୁଥାଏ ସେଭଳି ଏକ ସମାଜକୁ ତାଳଚେର ବ୍ଲକ୍ ଗୋବରା ଗ୍ରାମର ପ୍ରତିମା ବେହେରା ଭଳି ନାରୀ ଦିଗ୍ଦର୍ଶନ ଦେଖାଇଛନ୍ତି। ପୁଅ ମୃତ୍ୟୁର ଦୁଇ ମାସ ନ ବିତୁଣୁ ନିଜେ ବୋହୂର ମା’ ସାଜି ବୋହୂକୁ ବିବାହ…