କପିଲଙ୍କ ଘରେ ଖୁସିର ଲହରି
ମୁମ୍ବାଇ : କମେଡ଼ି ଷ୍ଟାର କପିଲ ଶର୍ମାଙ୍କ ଘରେ ଖୁସିର ଲହରି ଖେଳି ଯାଇଛି । କପିଲ ଡ଼ିସେମ୍ବର ୧୨ ,୨୦୧୮ ରେ ତାଙ୍କ ସାଙ୍ଗ ଗିନ୍ନି ଚତର୍ଥ ଙ୍କୁ ବିବାହ ହୋଇଥିଲେ । ମାର୍ଚ୍ଚ ମାସରୁ ଏହି ଖୁସି ଖବରର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଖବର ଟି ହେଲା କପିଲ ବାପା ହୋଇଯାଇଛନ୍ତି ।…