ଆଇଏମ୍ଏଫ୍ ରିପୋର୍ଟ ପରେ ଚର୍ଚ୍ଚାରେ…
ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ପୁଣି ହ୍ରାସ ପାଇବ ବୋଲି ଆକଳନ କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା ଫଣ୍ଡ(ଆଇଏମଏଫ୍)। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୪.୮ ପ୍ରତିଶତକୁ ଖସିଯିବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ପକ୍ଷରୁ ନୂଆ ଆକଳନରେ ଏହା କୁହାଯାଇଛି। ଭାରତ ଭଳି ବିକାଶଶୀଳ…