ଚର୍ଚ୍ଚାରେ ପ୍ରଭୁ ବାଲାଜୀଙ୍କ ପୂଜାରୀ…
ହାଇଦ୍ରାବାଦ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ତର୍କ ବିତର୍କ ଚାଲିଥିବା ବେଳେ ନୂଆ ଘଟଣା ଦେଖିବାକୁ ମିଳିଛି। ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସି. ଏସ୍. ରଙ୍ଗରାଜନ ପ୍ରମୁ ଭେଙ୍କଟେଶ୍ୱରଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ ଦାବି କରିଛନ୍ତି। ସେ ଦାବିରେ କହିଛନ୍ତି ଯେ,…