Odisha Link
Bridging the Missing Links in Odisha
Browsing Tag

gold size

ସାଢ଼େ ୬ କେଜି ସୁନା ଜବତ

ଭୁବନେଶ୍ବର: ସାଢ଼େ ୬ କେଜି ସୁନା ଜବତ କଲା ଗଞ୍ଜାମ ପୋଲିସ। ବ୍ୟବସାୟୀଙ୍କ ଘରୁ ଲୁଟ୍‌ ହୋଇଥିବା ସାଢ଼େ ୬ କେଜି ସୁନା ଜବତ କରାଯାଇଛି। ଅକ୍ଟୋବର ୧୨ରେ ବ୍ୟବସାୟୀଙ୍କ ଘରୁ ଲୁଟ୍‌ ହୋଇଥିଲା। ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍‌ ହୋଇଥିଲା। ଚୋରି ଘଟଣାରେ ୧୦ ଚୋର ଓ ୫ କ୍ରେତା ମଧ୍ୟ ଗିରଫ…