Odisha Link
Bridging the Missing Links in Odisha
Browsing Tag

Gold

ବିଜେପି ନେତାଙ୍କ ଘରୁ ୧୮ କୋଟି ଟଙ୍କାର…

ପାଟନା: ଭାରତ ଭିତରେ ପଶି ଜଣେ ଭାରତୀୟ ଜନତା ପାର୍ଟି ନେତାଙ୍କ ଘରୁ ୨୩ କିଲୋଗ୍ରାମ୍‌ ସୁନା ବିସ୍କୁଟ୍‌ ଜବତ କରିଛି ନେପାଳ ପୁଲିସ। ଏହାର ବଜାର ମୂଲ୍ୟ ଆନୁମାନିକ ୧୮ କୋଟି ଟଙ୍କା ହେବ। ନିର୍ବାଚନ ପ୍ରଚାର ପାଣ୍ଠି ପାଇଁ ସୁନା ଚାଲାଣ ହୋଇତିବା ନେଇ ସନ୍ଦେହ ଉଠିଥିବା ବେଳେ ଏହାକୁ ଏକ ରାଜନୈତିକ…

ମଧ୍ୟପ୍ରାଚ୍ୟରେ କମୁଛି ଉତ୍ତେଜନା, ହ୍ରାସ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବା ସହ ଯୁଦ୍ଧ ଆଶଙ୍କା ଧୀରେ ଧୀରେ ହ୍ରାସ ପାଉଛି। ଆଉ ଏହାର ପ୍ରଭାବ ମଧ୍ୟ ସୁନାଦରରେ ଦେଖିବାକୁ ମିଳିଛି। ହ୍ରାସ ପାଇଛି ସୁନା ଦର। କ୍ରମାଗତ ୩ୟ ଦିନ ପାଇଁ ସୁନାଦର ହ୍ରାସ ପାଇଛି।। କିଛି ଦିନ ତଳେ ୪୦ ହଜାର ଉପରକୁ ଚାଲିଯାଇଥିବା ସୁନା ଏବେ ୪୦ ହଜାର ତଳକୁ…

ବଢ଼ିଲା ସୁନା ଦର, ୬ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଅଘୋଷିତ ଯୁଦ୍ଧର ପ୍ରଭାବ ଭାରତୀୟ ବଜାରରେ ପଡ଼ିଛି। ସକାଳୁ ସେନସେକ୍ସ ଓ ନିଫ୍ଟି ହ୍ରାସ ପାଇଥିବା ବେଳେ ଅନ୍ୟପଟେ ସୁନା ଦର ଉପରେ ପଡ଼ିଛି ପ୍ରଭାବ। ଆଜି ଭାରତରେ ସୁନାଦର ରେକର୍ଡ ଭାବେ ବୃଦ୍ଧି ପାଇଛି। ଆଜି ୧୦ ଗ୍ରାମ ସୁନାର ମୂଲ୍ୟ ୨.୩% ଅର୍ଥାତ ୯୧୮…

ହୌସଲା ୨୦୧୯: ପ୍ରଥମ ଦିନ ଚେସ୍‌…

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୌସଲା-୨୦୧୯ର ପ୍ରଥମ ଦିନରେ ଚେସ୍‌ ପ୍ରତିଯୋଗିତାରେ ବାଳକ ବିଭାଗରେ ଓଡ଼ିଶାକୁ ସ୍ୱର୍ଣ୍ଣ ମିଳିଛି। ବିଭିନ୍ନ ରାଜ୍ୟର ଶିଶୁ ପ୍ରଯତ୍ନ ଗୃହରେ ରହୁଥିବା ଅନ୍ତେବାସୀମାନଙ୍କୁ…

ପୁଣି ବଢ଼ିଲା ସୁନା ଦର

ମୁମ୍ବାଇ: ସୁନା ବଜାରରେ ନିଆଁ। କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ବୃଦ୍ଧି ପାଇଛି ସୁନାଦର। ଆଜି ଏହାର ଦର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୩୯,୧୯୬ ଟଙ୍କାରେ ପହଞ୍ଚିଛି। ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ପ୍ରଭାବ ଯୋଗୁଁ ସୁନା ଓ ରୁପାର ଦର ବୃଦ୍ଧି ପାଉଥିବା…

୩୮,୮୨୦ରେ ପହଞ୍ଚିଲା ସୁନା ଦର

ନୂଆଦିଲ୍ଳୀ: ବଢ଼ିଚାଲିଛି ସୁନା ଓ ରୂପା ଦର। ଦର ବଢ଼ିବାରେ କ୍ରମାଗତ ରେକର୍ଡ କରି ଚାଲିଛି ସୁନା ଓ ରୂପା। ପ୍ରାୟ ପ୍ରତିଦିନ ଏହା ନୂଆ ସର୍ବୋଚ୍ଚ ସ୍ତର ପାର୍‌ କରୁଛି। ବୁଧବାର ବଜାର ବନ୍ଦ ହେବା ବେଳକୁ ସୁନା ଦର ପ୍ରତି ୧୦ ଗ୍ରାମ୍‌ ୩୮,୮୨୦ ଟଙ୍କା ରହିଛି। ସେହିପରି ରୁପା ଦର ପୁନର୍ବାର ୪୫ ହଜାର ଟଙ୍କା…

ସଚିନ ତେନ୍ଦୁଲକର ଏବଂ ହିମା ଦାସଙ୍କ…

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଆଥଲେଟ୍‌ ହିମା ଦାସ ଏବେ ଖୁବ୍‌ ଚର୍ଚ୍ଚାରେ। କାରଣ ଇଉରୋପରେ ଆୟୋଜିତ ହେଉଥିବା କ୍ରୀଡ଼ାରେ ୫ଟି ସ୍ବର୍ଣ୍ଣ ପଦକ ଜିତି ସମସ୍ତ ଭାରତୀୟଙ୍କ ମନରେ ଘର କରିଛନ୍ତି ସୁନା ଝିଅ ହିମା ଦାସ। ଏଥିପାଇଁ ହିମାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। କ୍ରିକେଟର କିମ୍ବଦନ୍ତୀ ଖେଳାଳି ମଧ୍ୟ…