ଘରୁ ରକ୍ତାକ୍ତ ଅବସ୍ଥାରେ ଯୁବକ…
ଗୋଷାଣି : ରକ୍ତାକ୍ତ ଅବସ୍ଥାରେ ଦୁଇ ଯୁବକ ଯୁବତୀଙ୍କ ମୃତଦେହ ଠାବ। ଏହି ଘଟଣାଟି ଆରିବା ଗାଁରେ ଘଟିଛି। ଉଭୟଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଘଟଣା ସ୍ଥଳରେ ପୁଲିସ, ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ପହଞ୍ଚି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଦୁଇ ମୃତଦେହକୁ ଜବତ କରାଯାଇ…