ଜେଇଇ ମେନ୍: ଗୌତମ ଦାସ ରାଜ୍ୟ ଟପ୍ପର
ନୂଆଦିଲ୍ଲୀ: ଇଞ୍ଜିନିୟରିଂରେ ବ୍ୟାଚେଲର ଓ ବିଟେକ୍ ପାଇଁ ଗତ ଫେବ୍ରୁଆରିରେ ଅନୁଷ୍ଠିତ ଜେଇଇ ମେନ୍ ଫଳ ପ୍ରକାଶ ପାଇଛି। ଜେଇଇ ମେନ୍ ପରୀକ୍ଷାର ଫଳ ପ୍ରକାଶ କରିଛି ଏନଟିଏ। ପରୀକ୍ଷାରେ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶନ ନମ୍ବର ରଖିଛନ୍ତି। ଓଡ଼ିଶାର ଗୌତମ ଦାସ ସର୍ବାଧିକ ୯୯ ଦଶମିକ ୯୯ ପ୍ରତିଶତ ନମ୍ବର…