+୩ରେ ନାମଲେଖା ପାଇଁ ପ୍ରକାଶ ପାଇଲା…
ଓଏଲ୍ ବ୍ୟୁରୋ: ଯୁକ୍ତ ୩ରେ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଜୁନ୍ ୧୯ରୁ ଜୁଲାଇ ୪ ଯାଏଁ ଅନଲାଇନ୍ ଆବେଦନ। ଜୁଲାଇ ୪ ତାରିଖ ଯାଏଁ ଚାଲିବ ଅନଲାଇନ୍ ଫର୍ମପୂରଣ। ଏହାପରେ ଜୁଲାଇ ୧୪ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା।
ସେହିଭଳି ଜୁଲାଇ ୨୭ରେ ଦ୍ୱିତୀୟ…