Odisha Link
Bridging the Missing Links in Odisha
Browsing Tag

Green Zone

ଗ୍ରୀନ୍‌ ଜୋନରେ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର: ଗ୍ରୀନ୍‌ ଜୋନରେ ଚାଲିବ ସରକାରୀ ବସ୍। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ଗ୍ରୀନ ଜୋନରେ ଓଏସଆରଟିସି ବସ ଚଳାଚଳ କରିବ। ସେଥିରେ ୫୦% ଯାତ୍ରୀ ଯାଇପାରିବେ। ଗ୍ରୀନ ଜୋନରେ ଘରୋଇ ବସ ଚଳାଚଳ କରିବାକୁ ପୂର୍ବରୁ ଅନୁମତି ଦିଆଯାଇଥିଲା। ହେଲେ ଘରୋଇ ବସ୍‌ ମାଲିକ ମାନେ ବିଭିନ୍ନ…

ରାଜ୍ୟରେ ଗଡ଼ିବନି ବସ୍

ଭୁବନେଶ୍ବର: ମେ ୧୭ ଯାଏ ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍‌ ୩.୦। ହେଲେ ଳକ୍‌ଡାଉନ୍‌ର ୩ୟ ପର୍ଯ୍ୟାୟରେ କିଛି କଟକଣା କୋହଳ ହୋଇଛି। ଗ୍ରୀନ ଜୋନରେ ବସ୍‌ ଚାଲିବା ନେଇ ନିଷ୍ପତ୍ତି ନେିଛନ୍ତି କେନ୍ଦ୍ର ସରକାର। ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ମଧ୍ୟ ବସ୍ ନ ଚଳାଇବାକୁ ଘରୋଇ ବସ୍…

ଗଡ଼ିବନି ବସ୍

ଭୁବନେଶ୍ବର: ଭାରତ ସରକାର ଗ୍ରୀନ୍‌ ଜୋନରେ ୫୦ ପ୍ରତିଶତ ବସ୍‌ ଚାଲିବା ନେଇ ଘୋଷଣା କରିଥିଲେ। ମେ ୩ ପରଠୁ ଏହା କାର୍ଯ୍ୟକାରୀ ହୋଇ ପାରିବ ବୋଲି ନିର୍ଦ୍ଦେଶ ଥିଲା। ହେଲେ ରାଜ୍ୟ ଘରୋଇ ବସ ମାଲିକ ସଂଘର ଭିନ୍ନ ମତ । ଦୁଇଟି ଗ୍ରୀନ୍ ଜୋନ ଜିଲ୍ଲା ଭିତରେ ରେଡ୍ ଜୋନ୍ ଜିଲ୍ଲା ବି ଆସୁଛି। ଏଭଳି ସ୍ଥିତିରେ…

ରେଡ୍ ଜୋନରେ ଓଡ଼ିଶାର ୩ ଜିଲ୍ଲା

ନୂଆଦିଲ୍ଲୀ: ମେ ୩ରେ ସରିବ ଲକ୍‌ଡାଉନ୍‌ ଅବଧି। ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ର ତାଲିକା ଚୂଡ଼ାନ୍ତ କରିଛି। ସମ୍ପୃକ୍ତ ଅଞ୍ଚଳର କରୋନାଭାଇରସ୍ ପରିସ୍ଥିତିକୁ ଆଧାର କରି ଏଥିରେ ରାଜ୍ୟ ଓ ଜିଲ୍ଲାମାନଙ୍କୁ ବିଭିନ୍ନ ରେଡ୍, ଅରେଞ୍ଜ୍ ଓ ଗ୍ରିନ୍ ଜୋନ୍ ଭାବେ…