ଛପା ହେବନି କ୍ୟାଲେଣ୍ଡର ଓ ଡାଏରୀ
ଭୁବନେଶ୍ବର: ଡିଜିଟାଲାଇଜେସନ୍କୁ ଗରୁତ୍ବ ଦେଇ ଆଉ ପାଦେ ଆଗେଇଛି ଭାରତ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏନେଇ ଏକ ଗୁରୁତ୍ବପୂର୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ଆଉ ଛପା ହେବ ନାହିଁ କ୍ୟାଲେଣ୍ଡର, ଡାଏରୀ ଓ ଗ୍ରୀଟିଙ୍ଗ୍ କାର୍ଡ। ଏନେଇ ସବୁ ମନ୍ତ୍ରାଳୟ ପାଇଁ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଅର୍ଥ…