ଭିଜିଲାନ୍ସ ଜାଲରେ ଜିଆରଏସ୍
ଉମରକୋଟ: ଭିଜିଲାନ୍ସ ଜାଲରେ ପଡ଼ିଛିନ୍ତି ଜିଆରଏସ୍ ହିମାଂଶୁ ବାଘ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼୍ ।ବର୍ତ୍ତମାନ ସୁଦ୍ଧା ୧୫ଲ ୮୩ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଉମରକୋଟର ଭଣ୍ଡାରୀଗୁଡା…