ଦିନ ମଜୁରିଆଙ୍କ ନାଁରେ ଜିଏସ୍ଟି ଠକେଇ
ପାରାଦୀପ: ପୁଣି ଜଣେ ଦିନ ମଜୁରିଆଙ୍କ ନାଁରେ ଆସିଛି ଜିଏସ୍ଟି ଠକେଇ ଅଭିଯୋଗ। ପାରାଦୀପର ପିତାମ୍ବରପୁର ଗାଁରେ ରହୁଥିବା ବିଜ୍ଞାନ ସ୍ୱାଇଁଙ୍କ ନାଁରେ ଆସିଛି ଠକେଇ ଅଭିଯୋଗ।ସେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ତାଙ୍କ ନାଁରେ ପ୍ରାୟ ଦେଢ଼ କୋଟି ଟଙ୍କାର କେହି ଜିଏସ୍ଟି ଠକେଇ କରିଥିବା ଜଣାପଡ଼ିଛି।…