ଏବେ ୩ଥର ଜେଇଇ ଆଡଭାନ୍ସ ଦେଇପାରିବେ…
ଓଏଲ୍ ବ୍ୟୁରୋ:ଜେଇଇ ଆଡଭାନ୍ସ ଦେଇଥିବା ଛାତ୍ରଛାତ୍ରୀମାନେ ଏବେଠାରୁ ୩ ଥର ଜେଇଇ ଆଡଭାନ୍ସ ପରୀକ୍ଷା ଦେଇପାରିବେ । ନୂଆ ଗାଇଡଲାଇନ ମୁତାବକ, ଇଚ୍ଛୁକ ପ୍ରାର୍ଥୀ ଲଗାତାର ୩ ବର୍ଷ ପାଇଁ ୩ ଥର ପରୀକ୍ଷା ଦେଇପାରିବେ। ଏହାପୂର୍ବରୁ ଜେଇ ଆଡଭାନ୍ସ ପରୀକ୍ଷା ୨ ବର୍ଷରେ ଦୁଇଥର ଦେଇପାରୁଥିଲେ ଛାତ୍ରଛାତ୍ରୀ ।…