ଥାନା ପାଇଁ ଡିଜିପି ଜାରି କଲେ ଗାଇଡଲାଇନ୍
ଭୁବନେଶ୍ୱର: ମହାମାରୀ କରୋନା, ଲକ୍ଡାଉନ୍ ସଟ୍ଡାଉନ୍ ଭଳି କଟକଣା ମଧ୍ୟରେ ସାଧାରଣ ଜନତାଙ୍କ ଅଭିଯୋଗ କିପରି ବୁଝାଯାଇ ପାରିବ ସେ ନେଇ ଡିଜିପି ଅଭୟ ନୂଆ ଗାଇଡଲାଇନ ଜାରି କରିଛନ୍ତି। କେଉଁଭଳି ଭାବେ ପୁଲିସ୍ ଲୋକଙ୍କ ଅଭିଯୋଗ ବୁଝିବେ ସେ ନେଇ ଡିଜିପି ଗାଇଡଲାଇନ୍ ଜାରି କରିଛନ୍ତି। ସମ୍ପୃକ୍ତ…