Odisha Link
Bridging the Missing Links in Odisha
Browsing Tag

Gujurat Election 2022

୫ ବର୍ଷରେ ୨୦ ଲକ୍ଷ ଚାକିରି

ଓଏଲ୍‌ ବ୍ୟୁରୋ: ଗୁଜୁରାଟ ନିର୍ବାଚନ ପାଇଁ ସରଗରମ ରାଜନୀତି। ଭାରତୀୟ ଜନତା ପାର୍ଟି, କଂଗ୍ରେସ ଓ ଆମ୍‌ ଆଦମି ପାର୍ଟି କରୁଛନ୍ତି ଜୋରଦାର ପ୍ରଚାର। ପୂର୍ବରୁ କଂଗ୍ରେସ ଓ ଆପ୍‌ ନିଜ ନିଜ ନିର୍ବାଚନୀ ସଂକଳ୍ପ ପତ୍ର ପ୍ରକାଶ କରି ସାରିଥିବା ବେଳେ ଆଜି ବିଜେପି ପ୍ରକାଶ କରିଛି ନିର୍ବାଚନୀ ସଂକଳ୍ପ ପତ୍ର।…

ଗୁଜୁରାଟ ନିର୍ବାଚନ ପାଇଁ ବାଜିଲା ବିଗୁଲ

ଓଏଲ୍‌ ବ୍ୟୁରୋ: ବାଜିଲା ଗୁଜୁରାଟ ବିଧାନସଭା ନିର୍ବାଚନ ବିଗୁଲ। ମୁଖ୍ୟ ନିର୍ବାଚନ କମିଶନ ରାଜିବ କୁମାର ଓ ନିର୍ବାଚନ କମିଶନ ଅନୁପ ଚନ୍ଦ୍ର ପାଣ୍ଡେୟ ସାମ୍ବାଦିକ ସମ୍ମିଳନୀ କରି ଗୁଜୁରାଟ ନିର୍ବାଚନ ୨ଟି ଚରଣରେ ହେବ ବୋଲି କହିଛନ୍ତି। ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଗୁଜୁରାଟ ମତଦାନ ହେବ…