ଗୁଜୁରାଟ କଂଗ୍ରେସରେ ମହାନାଟକ, ୬୫…
ନୂଆଦିଲ୍ଲୀ: ସାରା ଦେଶ ମହାମାରୀ କରୋନା ସଙ୍କଟ ମଧ୍ୟରେ ଗତି କରୁଥିବା ସମୟରେ ଜୁନ୍ ୧୯ରେ ହେବ ରାଜ୍ୟସଭା ନିର୍ବାଚନ। ଯାହାକୁ ନେଇ ପୁଣିଥରେ ରାଜନୀତିରେ ଅଦଳବଦଳ ନୀତି ଆପଣେଇଛନ୍ତି ନେତା। ସେହିପରି ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସରେ ଦେଖିବାକୁ ମିଳୁଛି ମହାନାଟକ।
ଗୁଜୁରାଟ କଂଗ୍ରେସ…