ହାଫିଜ ସୟିଦକୁ ୧୦ ବର୍ଷ ଜେଲ୍
ନୂଆଦିଲ୍ଲୀ: ମାଷ୍ଟର ମାଇଣ୍ଡ ତଥା ଟେରର ଫଣ୍ଡିଂ ମାମଲରେ ଲାହୋର ଜେଲ୍ରେ ଥିବା ହାଫିଜ୍ ସୟିଦ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ପାକିସ୍ତାନର ଆଣ୍ଟି ଟେରୋରିଜମ୍ କୋର୍ଟ ଜମାତ ଉଦ ଦାବାର ମୁଖ୍ୟ ସୟିଦ୍କୁ ସଜା ଶୁଣାଇଛନ୍ତି। ଏହା ପୂର୍ବରୁ ସଇଦର ସହଯୋଗୀ ତଥା ଜମାତ ଉଦ ଦାବାର…