ଜାଣନ୍ତୁ ମହିଳାଙ୍କ କେଶ ଝଡ଼ିବାର କାରଣ
ଭୁବନେଶ୍ବର : ଆଜି କାଲି ସବୁଠୁ ବଡ ସମସ୍ୟା ହେଲା କେଶ ଝଡ଼ିବା । କେଶ ନଝଡିବା ପାଇଁ ଅନେକ ଉପାୟ ମଧ୍ୟ ବାହାର କରିଥାନ୍ତି । ସେଥିପାଇଁ ବଜାରରେ ମିଳୁଥିବା ବିୟୁଟି ପ୍ରଡକ୍ଟକୁ ବ୍ୟବହାର କରି କେଶ ଝଡ଼ିବା ବନ୍ଦ କରିବାକୁ ସେମାନେ ଚେଷ୍ଟା କରିଥା’ନ୍ତି ।
ତେବେ କେଶ ଝଡ଼ିବାର କାରଣ ଜାଣିବାକୁ ଚେଷ୍ଟା…