ଜାତୀୟସ୍ତରୀୟ ହସ୍ତତନ୍ତ ମେଳା
ଭୁବନେଶ୍ୱର : ଭୁବନେଶ୍ୱର ରେ ‘ବଡ଼ବାଗ ଶାଢୀ ଦିବସ’ ରୂପେ ପାଳନ କରାଗଲା । ଜଗତ୍ସିଂହପୁର ଜିଲ୍ଲାର ବଡ଼ବାଗ ଅଂଚଳରେ ସରୁ ସିଙ୍ଗଲ୍ ସୁତାରେ ଏହି ଶାଢୀ ପ୍ରସ୍ତୁତ କରାଯାଏ, ଯାହାର ଦେହ ଓ ଆଂଚଲ୍ରେ ସ୍ୱତବ ପ୍ରକାର ବୁଟି ପକାଯାଇଥାଏ ।
ଏହି ଶାଢୀ ବଡ଼ବାଗ ଅଂଚଳରେ ପ୍ରସ୍ତୁତ ହେଉଥିବାରୁ ଏହା ବଡ଼ବାଗ ଶାଢୀ…