ଦୁଷ୍କର୍ମ କରି ନାବାଳିକାକୁ ଗଛରେ…
ଲକ୍ଷ୍ନୌ: ଦୁଷ୍କର୍ମ କରି ନାବାଳିକାକୁ ଗଛରେ ଟାଙ୍ଗିଲେ ଦୁଷ୍କର୍ମକାରୀ। ଏଭଳି ଏକ ଘୃଣ୍ୟ ଓ ଅମାନବୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶରର ମହୋବାରେ।ଜଣେ ୧୬ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି।ଏହି ଦଳିତ ଛାତ୍ରୀ ଜଣଙ୍କ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲେ। ଅଭିଯୁକ୍ତମାନେ ତାଙ୍କୁ…