ବିଗତ ୧୨ ବର୍ଷରେ ମାତ୍ର ୩ ଥର ପାଳିଛନ୍ତି…
ଓଏଲ୍ ବ୍ୟୁରୋ: ନବ ଓଡ଼ିଶାର ବିକାଶର ବିନ୍ଧାଣି ସେ। ଦୀର୍ଘ ୨୩ ବର୍ଷ ଧରି ତାଙ୍କର କ୍ରମାଗତ ଅପରାଜେୟ ସଫଳତା ବିରୋଧୀଙ୍କୁ କରିଛି ଘାଇଲା। ନବ ଓଡ଼ିଶାର ଏହି ‘ନବୀନ’ ରୂପକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଆଜି। ୭୭ ବର୍ଷ ପୂର୍ତ୍ତି ହୋଇ ୭୮ ବର୍ଷରେ ପାଦ ଥାପିଲେ ବିଜୁ ଜନତା ଦଳ…