ଧାନ ଅମଳ ବେଳେ କଟିଲା ହାତ, ଚାଷି ଗୁରୁତର
ତେଲକୋଇ: ବିଲରେ ଧାନ ଅମଳ କରୁଥିବା ସମୟରେ ଏକ ଅଭାବନାୟ ଘଟଣା ଘଟିଛି। ଏହି ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ସମାକୁଦ ଗାଁରେ ଘଟିଛି।
ଜଣେ ଚାଷୀ ବିଲରେ ଧାନ ଅମଳ କରୁଥିବା ବେଳେ ମେସିନରେ ହାତ କଟିଯାଇ ଗୁରୁତର ହୋଇପଡିଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ…