ହାଥରସ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା…
ହାଥରସ: ଉତ୍ତରପ୍ରଦେଶ ହାଥରସ ଗଣ ବଳାତ୍କାର ମାମଲାରେ ପୀଡ଼ିତାଙ୍କ ପରିବାର ନିମନ୍ତେ ସୁରକ୍ଷା ବଢ଼ାଯାଇଛି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୀଡ଼ିତାଙ୍କ ପରିବାର ଲୋକଙ୍କ ସୁରକ୍ଷା ନିମନ୍ତେ ୮୦ ଜଣ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। ଯବାନଙ୍କ ରହଣି ପାଇଁ ପୀଡ଼ିତାଙ୍କ ଗାଁ ରାମପୁରରେ ଥିବା ଏକ…