ଜ୍ବାଇଁକୁ ହତ୍ୟା: ଝିଅକୁ ବିଧବା କଲେ…
ପାଟନା: ବାପାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଧବା ଝିଅ। ବିହାରର ବେଗୁସରାୟ ଜିଲ୍ଲାର ଏସପିଙ୍କ ନିକଟରେ ନିଜ ବାପାଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମୋ ପିତା ମୋ ସ୍ବାମୀଙ୍କ ହତ୍ୟାକାରୀ। ମୁଁ ଭଲ ପାଇ ବିବାହ କରିଥିବାରୁ ମୋ ବାପା ମୋତେ ବିଧବା ବନେଇ ଦେଲେ। ଏମିତି କିଛି ଆକୁଳ…