ନବ ଦାସ ହତ୍ୟା ମାମଲା: କ୍ରାଇମ ସ୍ପଟରେ…
ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ଜାରି କରିଛି ତଦନ୍ତ। ଅଭିଯୁକ୍ତ ଗୋପାଳକୁ ଗିରଫ କରି ତଦନ୍ତ କରୁଥିବାବେଳେ ତାଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ। ତେବେ ଘଟଣାର ତଦନ୍ତ ପାଇଁ ବ୍ରଜରାଜନଗର ଗାନ୍ଧି ଛକ ସ୍ଥିତ…