ଟିକା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ:…
ଭୁବନେଶ୍ୱର: କରୋନା ଟିକା ପାଇଁ ଓଡ଼ିଶାର ପ୍ରସ୍ତୁତ। ଏହା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ନବ ଦାସ କହିଛନ୍ତି, ଟିକା ପାଇଁ କେନ୍ଦ୍ର ସରକାର ଯେଉଁ ଗାଇଡଲାଇନ୍ ଦେଇଥିଲେ, ତା’ର ପ୍ରସ୍ତୁତି ଜାରି ରହିଛି।
ତେବେ ଏପର୍ଯ୍ୟନ୍ତ ପୂରା ଖସଡା ପ୍ରସ୍ତୁତ ହୋଇନାହିଁ। ପୂରା…