୩ ସ୍ୱାସ୍ଥ୍ୟକର୍ମୀଙ୍କୁ ମାଓବାଦୀଙ୍କ…
ଛତିଶଗଡ଼: ଛତିଶଗଡ଼ ବିଜାପୁରରେ ପୁଣି ମାଓବାଦୀମାନେ ନିଜର ସ୍ଥିତି ଜାହିର କରିଛନ୍ତି। ଗତକାଲି ଜଣେ ଅପହୃତ ଯବାନଙ୍କୁ ଛାଡ଼ିବା ପରେ ଆଜି ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁୁ ମାଓବାଦୀମାନେ ଅପହରଣ କରିଛନ୍ତି।
ଛତିଶଗଡ଼ ବିଜାପୁର ୱେଡେଙ୍ଗେଲ ଥାନା କଙ୍କାନାର ଗ୍ରାମରୁ ମାଓବାଦୀମାନେ ସମ୍ପୃକ୍ତ ୩…